top of page

Bhanga Silata

Compiler:

Jayanti Jena

"କୁହତ, ପୃଥିବୀ ସହିତ ଆକାଶର ସମ୍ପର୍କ କ’ଣ କେବେ ସମ୍ଭବ? ସାଗର ସହିତ ଝରଣାର ମିଳନ କ’ଣ କେବେ ସମ୍ଭବ! ଚାନ୍ଦ ସହିତ କୁମୁଦର ମିଳନ କ’ଣ ଅସମ୍ଭବ ନୁହେଁ କି । ଭଲପାଇବାରେ କ’ଣ ଅଛି । ପୁଣି ସ୍ଥାନ, କାଳ, ପାତ୍ର ଦେଖି ଆଗକୁ ଗୋଡ଼ ବଢ଼େଇବା ଦରକାର କି ନାହିଁ? ତୁମେ ଘରକୁ ଯାଅ ଛୁଆବାବୁ । କେହି ଯଦି ଦେଖିଦେବ ନା’ କେତେ କଥା ବାହାରିବ!........ " ଜୟନ୍ତୀ ଜେନା, କେନ୍ଦାପଡା ଜିଲ୍ଲାର ନହଙ୍ଗ ଗ୍ରାମର ପିତା- ସ୍ଵର୍ଗତ- କୂଳମଣୀ ପଣ୍ଡା, ମାଆ- ପାର୍ବତୀ ପଣ୍ଡାଙ୍କର ମଧ୍ୟମା କନ୍ୟା ଏବଂ ଭଦ୍ରକ ଜିଲ୍ଲାର ଆଗରପଡା ନିବାସୀ ସ୍ଵର୍ଗତ ଗୋପୀନାଥ ଜେନା ଏବଂ ସ୍ଵର୍ଗତ ଉଷାମଣୀ ଜେନାଙ୍କର ପ୍ରଥମ ସନ୍ତାନ ଶ୍ରୀଯୁକ୍ତ ରତ୍ନାକର ଜେନାଙ୍କର ସହଧର୍ମିଣୀ । ଶ୍ରୀମତୀ ଜେନା ଜଣେ ଗୃହିଣୀ ହେବା ସହିତ ୨୦୦୩ ମସିହାରୁ ସମାଜରେ ଦଳିତ ଅବହେଳିତ ଓ ଅସହାୟ ମଣିଷର ସେବା ଏବଂ ସାହାଯ୍ୟ କରିବାକୁ ଜୀବନର ବ୍ରତ କରିଛନ୍ତି । ବିଶେଷ କରି ଅସହାୟ ମହିଳା, ଶିଶୁ, ଶ୍ରମିକ, ବୃଦ୍ଧ, ବୃଦ୍ଧାଙ୍କ ଲାଗି ପ୍ରତ୍ୟକ ମୁହୂର୍ତ୍ତକୁ ଉତ୍ସର୍ଗ କରିଛନ୍ତି I ସମାଜରେ ଘଟୁଥିବା ନିତିଦିନିଆ ଘଟଣାକୁ ଗପ ଆକାରରେ ଲେଖି ଲେଖକଙ୍କୁ ଭେଟିଦେବାକୁ ସେ ଖୁବ୍ ଇଛୁକ । ସମାଜ ସେବା ବ୍ୟାସରତ୍ନରେ ସମ୍ମାନିତ ହେବା ସହିତ ଅନେକ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି । “ଭଙ୍ଗା ସିଲଟ” ଉପନ୍ୟାସଟି ଉନବିଂଶ ଶତାବ୍ଦୀର ଏକ ପ୍ରେମକାହାଣୀ ଉପରେ ପର୍ଯ୍ୟବେଶିତ, ଯେଉଁଥିରେ ତତ୍କାଳୀନ ସାମାଜିକ ବ୍ୟବସ୍ଥାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳେ ।

Genre:

Short stories

English

Language:

Bhanga Silata
AMAZON ICON.png
Flipart-Logo-Icon-PNG-Image.png
202-2024262_app-store-google-play-logo-v
amazon-kindle-icon-13.png

Compiler/s

More Titles

bottom of page