top of page

Indrakshi

Compiler:

Abhisek Tripathy

କାହାଣୀ ହେଲା ଲେଖକ ଅନ୍ତର୍ମନର ଇନ୍ଦ୍ରଜାଲ । ଲେଖକର ମାନସପଟରୁ ଜନ୍ମ ନେଇ କାଗଜ କଲମରେ ପ୍ରତିଫଳିତ ହୋଇପାରିଲେ, ତା' ସଂରକ୍ଷିତ ହୋଇ ରହିଯାଏ ଯୁଗ ଯୁଗ ପାଇଁ । ଠିକ ସେହିପରି, "ଇନ୍ଦ୍ରାକ୍ଷୀ: ଦୃଷ୍ଟିକୋଣରେ କାହାଣୀ" ଆଧୁନିକ ଉତ୍କଳର ନବ ସାହିତ୍ୟିକଙ୍କ ଏକ ସମନ୍ବିତ ପ୍ରୟାସ । ଏହା ଓଡ଼ିଆ ସାହିତ୍ୟକୁ ଯେ ସ୍ଵୀୟ ଅବଦାନରେ ପରିପୁଷ୍ଟ କରିବ, ଏଥିରେ ଦ୍ବିମତ ନାହିଁ । ଏହି ଗଳ୍ପ ସଂକଳନରେ ସମ୍ମିଳିତ ଲେଖକ ଲେଖିକାଗଣ ହେଲେ, ସୁଶ୍ରୀ ଅନିତା ଜେନା - ଶ୍ରୀମତୀ ମୋନାଲିସ ପଣ୍ଡା - ଶ୍ରୀ ସୋମନାଥ ବେହେରା - ଶ୍ରୀମତୀ ସଞ୍ଜିତା ପ୍ରଧାନ - ଶ୍ରୀମତୀ ସ୍ଵାଗତିକା ମହାଙ୍କୁଡ - ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ - ଶ୍ରୀମତୀ ମୋନାଲିସା ତ୍ରିପାଠୀ - ସୁଶ୍ରୀ ସସ୍ମିତା ସିଂହ - ଶ୍ରୀମାନ ଜ୍ଞାନ ରଞ୍ଜନ କର - ଶ୍ରୀମତୀ ସାଗରୀକା ପାଣିଗ୍ରାହୀ - ଶ୍ରୀ ଅରବିନ୍ଦ କୁମାର ଗୁପ୍ତା - ଡ଼ଃ ମଧୁସ୍ମିତା ମିଶ୍ର - ଶ୍ରୀ ରାମଚନ୍ଦ୍ର ଭୁତିଆ - ଶ୍ରୀ ଲକ୍ଷ୍ମୀ କାନ୍ତ ବେହେରା - ସୁଶ୍ରୀ ସାଇପ୍ରଭା ସୂତାର - ଶ୍ରୀମତୀ ଶ୍ୱେତପଦ୍ମା ପାଢ଼ୀ - ଶ୍ରୀ ଦେବାଶିଷ ଆଚାର୍ଯ୍ୟ - ଶ୍ରୀମତୀ ଜ୍ୟୋସ୍ନାମୟୀ - ସୁଶ୍ରୀ ଶ୍ରୀୟା - ଶ୍ରୀ ଅଭିଷେକ ତ୍ରିପାଠୀ

Genre:

Poetry

English

Language:

Indrakshi
AMAZON ICON.png
Flipart-Logo-Icon-PNG-Image.png
202-2024262_app-store-google-play-logo-v
amazon-kindle-icon-13.png

Compiler/s

More Titles

bottom of page