Mahisha Mardini
Compiler:
Abhisek Tripathy
ସେ ଜାୟା, ସେ ଜନନୀ.... କେବେ ପୁଣି ଭଗିନୀ! କେବେ ସେ ସୂତା, କେବେ ଦୁହିତା! କେବେ ଦୁଃଖ ହାରିଣୀ, କେବେ ପୁଣି ଦୁର୍ଗତିନାଶିନୀ! କେବେ ପୁଣି ଦୁଃସ୍ଥା, ନିଷ୍ପେସିତା, କଳଙ୍କିତା ଆତ୍ମଗ୍ଲାନିରେ ଜର୍ଜରିତା ତାର କାହାଣୀ !! ଶାରଦୀୟ ମହୋତ୍ସବର ପବିତ୍ର ପାର୍ବଣ ଆନୁକୂଲ୍ୟରେ ଇଙ୍କୱାର୍ଲଡ଼ ତରଫରୁ ସେଇ ନାରୀ ସମାଜ ପାଇଁ ଉତ୍ସର୍ଗୀକୃତ ଏଇ ବିଶେଷ ସଂକଳନ "ମହିଷା ମର୍ଦ୍ଦିନୀ" । ପ୍ରଥମ ଥର ପାଇଁ ଓଡ଼ିଆ ସାହିତ୍ୟ ଜଗତ ରେ ରେକର୍ଡ ସଂଖ୍ୟକ ପ୍ରାୟ ଏକଶହ ପଚାଶ ଲେଖକ ଲେଖିକା ଙ୍କ ଗଳ୍ପ ଓ କବିତାର ସମାହାର ରେ ଇଂକୱାର୍ଲଡ ପ୍ରକାଶନୀ ତରଫ ରୁ ପ୍ରକାଶିତ ଏହି ସଂକଳନ ପୁସ୍ତକ I ଏହି ପୁସ୍ତକ ଟି ପାଠକ ପାଠିକା ମାନଙ୍କ ଗହଣ ରେ ଆଦୃତ ହେଉ, ମା ଦୁର୍ଗା ଙ୍କ ନିକଟ ରେ ଏତିକି ପ୍ରାର୍ଥନା I
Genre:
Short stories
English
Language: